ବିମାନ ଦୁର୍ଘଟଣାରେ ଦୁଇ ପାଇଲଟ ମୃତ୍ୟୁ

ଭୁବନେଶ୍ଵର : ଆଜି ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଢେଙ୍କାନାଳରେ ଘଟିଛି । ଯାହା ଫଳରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ପାଇଲଟ ଟ୍ରେନିଂ ଚାଲିଥିବା ବେଳେ ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ବିମାନ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଟ୍ରେନିଂ ପାଇଲଟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳ ସମୟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା […]

Continue Reading

ଢେଙ୍କାନାଳରେ ଅଭାବନୀୟ ଘଟଣା , ପୋଖରୀରେ ବୁଡି ୪ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡୁି ୪ଜଣ ନାବାଳକ ଓ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉକ୍ତ ୪ଜଣ ନାବାଳକ, ନାବାଳିକା ଗୋବିନ୍ଦପୁର ବାରବାଙ୍କ ସାହିର ପୋଖରୀକୁ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡି ଯାଇଥିବା ଜଣାପଡିଛି। ଖବର ପାଇ ପୋଖରୀ ମଧ୍ୟରୁ ସମସ୍ତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଇଥିଲେ। […]

Continue Reading

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ : ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରୁଛି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଗଠନ । ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି । ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ଗାଡି […]

Continue Reading

ଆରମ୍ଭ ହେଲା ଯୋରନ୍ଦା ମାଘ ମେଳା

ଯୋରନ୍ଦା : ଗତକାଲିଠାରୁ ଢେଙ୍କାନାଳର ଯୋରନ୍ଦାଠାରେ ୧୪୭ ତମ ମହିମା ମାଘ ମେଳା ସମାରୋହରେ ଆରମ୍ଭ ହୋଇଛି। ମାଘ ଚତୁର୍ଦ୍ଦଶୀରେ ଗତକାଲି ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ୫ ଲକ୍ଷରୁ ଊର୍ଦ୍ଧ୍ବ ସାଧୁ, ଶ୍ରଦ୍ଧାଳୁଙ୍କ ସମାଗମ ମହିମାଗାଦିରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସକାଳଠାରୁ ବର୍ଷା ଲାଗି ରହିଥିବାରୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଅପରାହ୍ଣ ପରେ ଏହା ବୃଦ୍ଧି ପାଇଥିଲା। ମହିମାଗାଦିର ମୁଖ୍ୟ ଉପାସନା ପୀଠ ଗାଦିମନ୍ଦିରରେ ଗତକାଲି ପ୍ରଥମ ଦିନ […]

Continue Reading

ଢେଙ୍କାନାଳରେ ଅଭାବନୀୟ ଘଟଣା , ଘରେ ପଶି ଜଣଙ୍କୁ ମାରିଲା ଦନ୍ତା

ଅନୁଗୁଳ : ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଏଥର ଖାଦ୍ୟ ଉଦ୍ଦେଶ୍ୟରେ ଆସିଥିବା ହାତୀ ଘରେ ପଶି ମଣିଷ ମାରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାବନ୍ଧ ମାଟିଆ ସାହିରେ । ଘରେ ଶୋଇଥିବାବେଳେ ସ୍ଵାମୀ-ସ୍ତ୍ରୀଙ୍କୁ ଦନ୍ତା ଆକ୍ରମଣ କରିଛି । ଏଥିରେ ସ୍ତ୍ରୀ ସଜନୀ ପ୍ରଧାନ ଓ ସ୍ଵାମୀ ଭରତ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି […]

Continue Reading
Suicide

ଝିଅଟି ସହିପାରିଲାନି କମେଣ୍ଟ ମରା, ବାଛିନେଲା ଆତ୍ମହତ୍ୟା ର ପଥ

ଝିଅଟିଏ ସହିପାରିଲାନି ତା ପ୍ରତି ଅନ୍ୟର କମେଣ୍ଟ ମରା । ହରାଇବସିଲା ମାନସିକ ଭାରସାମ୍ୟ । ଶେଷକୁ ଅନ୍ୟ କିଛି ଉପାୟ ଆତ୍ମହତ୍ୟାର ପଥ ବାଛିନେଇଛନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲାର ମ॰ରାମପୁରରେ । ଝିଅଟି ଥିଲା ମ॰ରାମପୁର କଲେଜର +୩ ଛାତ୍ରୀ । ତାଙ୍କୁ ଜଣେ କମେଣ୍ଟ ମାରିବାରୁ ସେ ସହି ନପାରି ଶେଷକୁ ନିଜ ହାତରେ ହାରି ଦେଇଛନ୍ତି ନିଜର ଅମୂଲ୍ୟ ଜୀବନ । ତେବେ କିଏ ତାଙ୍କୁ […]

Continue Reading
odisha infocus

ଢେଙ୍କାନାଳରେ ବ୍ୟାପିଲା ଡେଙ୍ଗୁ

ଢେଙ୍କାନାଳ ଜିଲ୍ଲାରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ରସାସିଂହ ଗାଁର ୪ଜଣ ମହିଳାଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜେଟିଭ ଚିହ୍ନଟ ହୋଇଛି । ତେବେ ପୂରା ଗାଁରେ ୫୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଜ୍ଵର ଲାଗି ରହିଥିବାରୁ ଗାଁରେ ଡେଙ୍ଗୁ ହୋଇଥିବା ସନ୍ଦେହରେ ଆତଙ୍କ ଖେଳିଯାଇଛି । ତେବେ ଏକ ଡାକ୍ତରୀ ଟିମ ଗାଁରେ ପହଞ୍ଚିଛି । ସେମାନେ ଘର ଘର ବୁଲି ଅନେକଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଏହାର ପରୀକ୍ଷା ପରେ ଆକ୍ରାନ୍ତଙ୍କ ସଂଖ୍ୟା […]

Continue Reading

ଆହତ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ ଅଞ୍ଚଳରେ ଆକ୍ରମଣର ଶିକାର ହୋଇଥିବା ଜଣେ ଆହତ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗନ୍ଦିଆ ଥାନା ଅନ୍ତର୍ଗତ ଭୁତିଆ ସାହିର ପ୍ରତାପ ଭୁତିଆ । ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଗତ ମଙ୍ଗଳବାର ଦିନ ଗନ୍ଦିଆ ଛକରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଗନ୍ଦିଆ ପୋଲିସ ଅଟକ ରଖିଛି । ଇନ୍ଦିରା ଆବାସ […]

Continue Reading
Bike

ଆଜ୍ଞା ଟିକେ ଲିଫ୍ଟ ଦେବେ କି? ଯୁବକ ଲିଫ୍ଟ ଦେଲେ, ହେଲେ ତାପରେ ଯାହା ଘଟିଲା……..

ଅନ୍ୟକୁ ସବୁବେଳେ ସହାୟତାର ହାତ ବଢାଉଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଭାଲୁମୁଣ୍ଡା ଗାଁର ସନ୍ୟାସୀ ନାଏକ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ବାଇକ ଚଳାଇ ରାସ୍ତାର ତାଳଚେରରୁ ଗାଁକୁ ଫେରୁଥିବାବେଳେ ସରାଙ୍ଗ ଗେଟ ନିକଟରେ ଶୁଣିଲେ, ଆଜ୍ଞା ଟିକେ ଲିଫ୍ଟ ଦେବେ କି?  ଯୁବକ ଜଣଙ୍କ ଅନାଇ ଦେଖିଲେ ରାସ୍ତା କଡରେ ଠିଆ ହୋଇଛନ୍ତି ଜଣେ ଯୁବତୀ । ସମସ୍ତଙ୍କୁ ସେ ଲିଫ୍ଟ ମାଗୁଛନ୍ତି, ହେଲେ କେହି ବି ଟିକେ ଅଟକୁ ନାହାନ୍ତି। […]

Continue Reading

ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା

Dhenkanal:            ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଢେଙ୍କାନାଳ ଅଞ୍ଚଳରେ ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ସମସ୍ତେ ମୃତ୍ୟୁ ବରଣ କରିଛନ୍ତି।             ଏହି ଦୁର୍ଘଟଣାଟି NH-୫୫ ମୋଟଙ୍ଗା ଥାନା ନବଭାରତ ଛକରେ ଘଟିଛି । ଗୋଟିଏ କାର ଉପରେ ଟ୍ରକ ମାଡିଯିବାରୁ କାରରେ ଥିବା ଗୋଟିଏ ପରିବାରର ୩ଜଣଯାକ ଘଟଣାସ୍ଥଳରେ ମୃତ୍ୟୁଲାଭ କରିଛନ୍ତି ।             ମୃତକମାନେ ହେଲେ ତାଳଚେର ବଇଣ୍ଡା ଅଞ୍ଚଳର । ସେମାନେ ବୁଲିବାକୁ ଯାଇଥିଲେ । ଆଣ୍ଡାମାନ ବୁଲି ସେମାନେ […]

Continue Reading