ଆଜି ଭାରତ ଓ ଚୀନ ସେନା ମଧ୍ୟରେ ଆଲୋଚନା, ଏଣେ ୫୯ଟି ଚାଇନା ଆପକୁ ନିଷିଦ୍ଧ

ନୂଆଦିଲ୍ଲୀ : ଲଦାଖରେ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ଉତ୍ତେଜନା ଦୂର କରିବା ପାଇଁ ଭାରତ ଓ ଚୀନ ସେନା ମଧ୍ୟରେ ଆଜି ଲେଫନାଣ୍ଟ ଜେନେରାଲ ସ୍ତରରେ ପୁଣି ଥରେ ଆଲୋଚନା ହେବ । ଏହି ଆଲୋଚନାର ଠିକ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଇ ଟିକଟିକ, ୟୁସି ବ୍ରାଉଜର ସମେତ ୫୯ ଆପ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏହି ଆପ ଏକତା ଓ ରାଷ୍ଟ୍ରୀୟ […]

Continue Reading
Indo-China

ଆଜି ଭାରତ ଓ ଚୀନ ସେନା ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୀମାକୁ ନେଇ ଉପୁଜିଥିବା ବିବାଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ପୂର୍ବ ଲଦାଖରେ ପାଖାପାଖି ଏକ ମାସ ହେବ ଉତ୍ତେଜନା ଦେଖାଯାଇଛି । ଏହାରି ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଶନିବାର ଆଲୋଚନା ହେବ । ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନିଜର ଚୀନ ସମକକ୍ଷ ଚୀନୀ ମେଜର ଜେନେରାଲ ଲିୟୁଙ୍କ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) […]

Continue Reading