ନିର୍ଭୟାମାମଲା; ଦୋଷୀ ବିନୟ ଶର୍ମା ର ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ଦାୟର କରିଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ଶୁକ୍ରବାର ଏହି ରାୟ ପ୍ରକାଶ ପାଇବ। ବିନୟ ତାର ଆବେଦନରେ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବା ଲାଗି ମଧ୍ୟ ଉଲ୍ଲେଖ କରିଛି। ଜେଲରେ ନିର୍ୟାତନା କାରଣରୁ ସେ ମାନସିକ ଭାବେ ଭାରସାମ୍ୟ ହରାଇ ବସିଥିବା ବିନୟ […]

Continue Reading