ବୁଢାବୁଢୀଙ୍କୁ ରାଜ୍ୟ ସରକାରଙ୍କ କରୋନା ଭେଟି, ଜାଣନ୍ତୁ କଣ ଅଛି ଏଥିରେ

ବୁଢାବୁଢୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସେମାନଙ୍କ ପାଇଁ କରୋନା ଭେଟି ଦେବାକୁ ଯାଉଛନ୍ତି । ଏହି ଭେଟି ମେଡିକାଲ କିଟ ଆକାରରେ ଯୋଗାଇ ଦିଆଯିବ । ଓଡିଶାରେ ଥିବା ସମସ୍ତ ବୃଦ୍ଧାଶ୍ରମକୁ ସରକାର ମେଡିକାଲ କିଟ ଯୋଗାଇଦେବାକୁ ସ୍ଥିର କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ୫୬ଟି ବୃଦ୍ଧାଶ୍ରମ ରହିଛି । ଏହି ଘୋଷଣା ଦାରା ଏହି ସମସ୍ତ ବୃଦ୍ଧାଶ୍ରମରେ ରହୁଥିବା ବୁଢାବୁଢୀମାନେ ବହୁ ଭାବରେ ଉପକୃତ ହେବେ । ଯେଉଁ ମେଡିକାଲ […]

Continue Reading
odisha infocus

ଡିସଚାର୍ଜ ନେଇ ସରକାରଙ୍କ ନିୟମ, ଡିସଚାର୍ଜ ସମୟରେ କରୋନା ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ ଓ ବ୍ୟାଣ୍ଡ

ଆଜି କରୋନା ରୋଗୀଙ୍କ ଡିସଚାର୍ଜ ସମ୍ବନ୍ଧରେ  ରାଜ୍ୟ ସରକାରଙ୍କ ଡିସଚାର୍ଜ ପଲିସି ନେଇ ସୂଚନା ଦେଇଛକାନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପଲିସିରେ ଆଉ ଟିକେ ଆମେ କଠୋର ହୋଇଛୁ ବୋଲି ସୂଚନା ଦେଇଥିଲେ । ଓଡିଶାରେ ଡିସଚାର୍ଜ ପରେ ୭ ଦିନ ନୁହେଁ, ୧୪ ଦିନ କ୍ଵାରେଣ୍ଟାଇନରେ ରହିବେ । ଘରେ କ୍ଵାରେଣ୍ଟାଇନରେ ରହିବାବେଳେ ଷ୍ଟାମ୍ପ ଓ ବ୍ୟାଣ୍ଡ ହାତରେ ଲାଗିବ । କ୍ଵାରେଣ୍ଟାଇନରେ ରହୁଥିବା […]

Continue Reading

ଓଡିଶାରେ ଫସିରହିଥିବା ପ୍ରବାସୀଙ୍କ ପାଇଁ ଇ-ପାସ ବ୍ୟବସ୍ଥା କଲେ ରାଜ୍ୟସରକାର

ଭୁବନେଶ୍ଵର : ଓଡ଼ିଶାରେ ଫସିରହିଥିବା ଅନ୍ୟ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିପାରିବେ। ଅନ୍ୟ ରାଜ୍ୟରୁ ଓଡ଼ିଶାରେ ଆସି ଫସିଥିବା ବ୍ୟକ୍ତିଙ୍କ ଅସୁବିଧାକୁ ଦୂର କରି ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ଇ-ପାସ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । […]

Continue Reading

ଗୁଜରାଟରୁ ଫେରିବେ ପ୍ରବାସୀ ଓଡିଆ !

ଭୁବନେଶ୍ବର : ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲଥିଲେ। ଆଲୋଚନାରେ ଗୁଜୁରାଟରେ ଥିବା ଓଡିଆ ଶ୍ରମିକଙ୍କୁ କିପରି ନିରାପଦରେ ଓଡିଶା ଫେରାଇ ଅଣାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟରେ ସର୍ବାଧିକ ପ୍ରବାସୀ ଓଡିଆ ରହିଥିବା କାରଣରୁ ଦୁଇ ରାଜ୍ୟ ମଧ୍ୟରେ ଏକ ସମନ୍ୱୟ କମିଟି ଗଠନ […]

Continue Reading

କଣ୍ଟେନମେଣ୍ଟ ଜୋନକୁ ନେଇ ରାଜ୍ୟସରକାରଙ୍କ ଗାଇଡଲାଇନ, ଆସନ୍ତୁ ଜାଣିବା କଣ ରହିଛି

ଭୁବନେଶ୍ୱର : କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନ ପ୍ରସଙ୍ଗରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ। ତାହା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନକୁ ବ୍ୟାରିକେଡ୍ କରାଯିବା ସହ ଅବରୋଧ ଅଞ୍ଚଳରେ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇବା ପାଇଁ ରାଜ୍ୟସରକାରଙ୍କ ରହିଛି ନିର୍ଦ୍ଦେଶ। ଏଥିନେଇ ରାଜ୍ୟର ସମସ୍ତ ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବୟସ୍କ, ମହିଳା, ପ୍ରସୂତି, ଦିବ୍ୟାଙ୍ଗଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବାକୁ […]

Continue Reading

ବଜେଟ୍ ଅଧିବେଶନ ଆରମ୍ଭ, ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର : ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ତା ପରେ ଅଭିଭାଷଣରେ ସେ କହିଛନ୍ତି, ୫ଟି ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ରାଜ୍ୟକୁ ନୂଆ ସୋପାନକୁ ନେବାକୁ ସରକାର କାମ କରୁଛନ୍ତି । ମୋ ସରକାରକୁ କାର୍ୟ୍ୟକ୍ରମ ଲୋକଙ୍କ ସୁବିଧା ପାଇଁ କରାଯାଇଛି କହି ପ୍ରଶଂସା କଲେ ରାଜ୍ୟପାଳ । ଏହା […]

Continue Reading