ଲକଡାଉନ ନେଇ କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

କରୋନା ମୁକାବିଲା ପାଇଁ ପ୍ରଥମେ କେନ୍ଦ୍ର ସରକାର ୨୧ଦିନିଆ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ଏହି ସମୟରେ ଦେଶରେ ଆକ୍ରାନ୍ତ ଓ ମୃତ୍ୟୁସଖ୍ୟ ବଢି ଚାଲଇଥିବାରୁ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ପ୍ରଧାନମନ୍ତ୍ରୀ ପୁନର୍ବାର ଆହୁରି ୧୯ଦିନ ଲକଡାଉନର ଅବଧି ବଢାଇଦେଲେ । ଏବେ ୨ୟ ପର୍ଯ୍ୟାୟରେ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଲକଡାଉନ ଅବଧିକୁ ବଢାଇବାକୁ […]

Continue Reading
Odisha Infocus

ରାହୁଲ ଯିବେ ଜମ୍ମୁ-କାଶ୍ମୀର

ଧାରା ୩୭୦ ଉଚ୍ଛେଦ ତଥା ଜମ୍ମୁ-କାଶ୍ମୀରକୁ ୨ଟି ଅଲଗା କରି କେନ୍ଦ୍ର ଶାସିତ ରାଜ୍ୟ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କାଶ୍ମୀର ଗସ୍ତରେ ଯିବାକୁ ମନସ୍ଥ କରିଛନ୍ତି । ତାଙ୍କ ସହିତ ନିଜ ଦଳର କେତେକ ପୁରୁଖା ନେତାଙ୍କ ସହିତ ବିଭିନ୍ନ ବିରୋଧୀ ଦଳର ନେତା ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ରାହୁଲ ଏହି ଗସ୍ତ କାର୍ଯ୍ୟକ୍ରମ ସ୍ଥିର […]

Continue Reading
Rahul Gandhi

କଂଗ୍ରେସର କେନ୍ଦ୍ରକୁ ଆକ୍ରମଣାତ୍ମକ ଦାବି

            କର୍ଣାଟକରେ ବୃହତ ଦଳକୁ ସଂଖ୍ୟାଗରିଷ୍ଠତା ନଥିଲେ ହେଁ ସରକାର ଗଠନ ନିମନ୍ତେ ସୁଯୋଗ ଦିଆ ଯାଇଥିବା ପରିପ୍ରେକ୍ଷୀରେ ୩ଟି ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ଦାବି କରିବ (claim by congress to form government)। ଏହି ରାଜ୍ୟଗୁଡିକ ହେଲା ବିହାର, ମଣିପୁର ଓ ଗୋଆ ।             କଂଗ୍ରେସ ଦଳ ଉପରୋକ୍ତ ୩ଟି ରାଜ୍ୟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନିମନ୍ତେ ଦାବି କରିବ । କର୍ଣାଟକ ନିୟମ ଆଧାରରେ ଏହି ଦାବି […]

Continue Reading
Rahul Gandhi

ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନରେ ବିଭୋର ରାହୁଲ ଗାନ୍ଧୀ

New Delhi:            ଏବଠୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ଦେଖିବାକୁ ଆରମ୍ଭ କରିସାରିଲେଣି (Rahul Gandhi  dream)।             ଆସନ୍ତା ମେ ୧୨ ତାରିଖରେ ହେବାକୁ ଯାଉଛି କର୍ଣାଟକର ବିଧାନସଭା ନିର୍ବାଚନ । ସେଠାରେ ନିର୍ବାଚନ ରଣକ୍ଷେତ୍ରରେ ଜିତିବାକୁ ଉଭୟ କଂଗ୍ରେସ ଓ ଭାଜପା ରାତିଦିନ ଏକ କରିଦେଇଛନ୍ତି । ନିଜର ଶାସନ କ୍ଷମତା ବଜାୟ ରଖିବାକୁ କଂଗ୍ରେସ ଲାଗିପଡିଥିବା ବେଳେ ଭାଜପା କଂଗ୍ରେସଠୁ ଶାସନ କ୍ଷମତା ଛଡାଇ ଆଣିବାକୁ […]

Continue Reading
Gandhi

କଂଗ୍ରେସର ଜନ ଆକ୍ରୋଶ ରାଲି

            ଆସନ୍ତା ବର୍ଷ ଲୋକସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଗତ ରବିବାର ଅର୍ଥାତ ଗତକାଲି ନୂଆଦିଲ୍ଲୀ ରାମଳୀଳା ମଇଦାନରେ ଏକ ଜନ ଆକ୍ରୋଶ ରାଲିର ଆୟୋଜନ କରିଛି । Jan Aakrosh Rally by Congress.             କଂଗ୍ରେସର ମଙ୍ଗ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଏତେବଡ ସଭାର ଆୟୋଜନ କରି ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ଦେଶରେ ଭ୍ରଷ୍ଟାଚାର ବଢିବାରେ ଲାଗିଛି । ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ […]

Continue Reading
Gandhi

କଂଗ୍ରେସର ଉପବାସ ଦିବସ ଓ ଏଏପିର ବିକଳ୍ପ ଦିବସ

New Delhi:            ଆଜି ଦେଶବ୍ୟାପୀ କଂଗ୍ରେସ ପାଳୁଛି ଉପବାସ ଦିବସ (Congress on day-long fast throughout the Country against govt.)। ଗତ ୨ ତାରିଖରେ ବିଭିନ୍ନ ରାଜ୍ୟରେ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ହିଂସାକାଣ୍ଡ ଘଟି କେତୋଟି ଅମୂଲ୍ୟ ଜୀବନ ଚାଲିଯାଇଥିବାବେଳେ ଅନେକ ଧନ ସମ୍ପତ୍ତି ନଷ୍ଟ ହେଇଥିଲା । ଏହି ହିଂସାକାଣ୍ଡ ବିଶେଷତଃ ଭାଜପା ଶାସିତ ରାଜ୍ୟରେ ତୀବ୍ର ଆକାର ନେଇଥିଲା । କଂଗ୍ରେସର କହିବ କଥା […]

Continue Reading