ରାଜ୍ୟରେ ନୂଆ ରେକର୍ଡ କଲା ସଂକ୍ରମିତ ସଂଖ୍ୟା, ଗୋଟିଏ ଦିନରେ ସର୍ବାଧିକ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଅଦ୍ୟାବଧି ଦୈନିକ ସଂକ୍ରମିତ ସଂଖ୍ଯାରେ ସର୍ବାଧିକ । ଏହା ପୂର୍ବରୁ ସର୍ବାଧିକ ୪୧୯୮ ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ୪୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ବାକି ୧୭୯୨ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ଆଜି ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ଘଟିଛି । କରୋନାରୁ ଏପର୍ଯ୍ୟନ୍ତ […]

Continue Reading