ଆହା ! କି ମର୍ମନ୍ତୁଦ ଦୁର୍ଘଟଣା, ପୁଅ ଚାଲିଗଲା ଆଉ ବାପ ଗୁରୁତର

ସାଲେପୁର : ଟାଙ୍ଗୀ ଥାନା କଏରାପାରୀ ଛକରେ ଦୁର୍ଘଟଣା ଘଟିଛି । ବାଇକ ଓ ଟ୍ରକ ମଧ୍ୟରେ ଧକ୍କା । ଟ୍ରକ ଧକ୍କାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡିଛି । ବାପାଙ୍କୁ ଗୁରୁତର ଅୂସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଆଜି ସକାଳ ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗାଁର ବଟକୃଷ୍ଣ ମହାରଣା ଓ ତାଙ୍କ ପୁଅ ପବନି ମହାରଣା ଏକ ବାଇକରେ ଛତିଆ ଅଭିମୁଖେ ଯାଉଥିଲେ […]

Continue Reading

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୬ ଗୁରୁତର

ବାରିପଦାରେ ଗୋଟିଏ ଚଳନ୍ତା ଅଟୋକୁ ଜୋରରେ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଭୀଷଣ ଭାବେ ଗୁରୁତର ହୋଇଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ, ଏନଏଚ-୪୯ର ବାଙ୍ଗିରିପୋଷି ଘାଟିରେ ଗୋଟିଏ ଟ୍ରକ, ଅଟୋକୁ ଧକ୍କା ଦେବାରୁ ଏପରି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ହିଁ ୨ ଜଣ […]

Continue Reading

ଛତିଶଗଡ଼ର ଚେରିଖେଡ଼ିରେ ମର୍ମନ୍ତୁଦ ସଡ଼କ ଦ୍ରୁ୍ଘଟଣା, ୮ ମୃତ

ରାୟପୁର : ଛତିଶଗଡ଼ ଚେରିଖେଡ଼ିରେ ମର୍ମନ୍ତୁଦ ସଡ଼କ ଦ୍ରୁ୍ଘଟଣା ଘଟିଛି । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ପ୍ରଶାସନ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା ଏକ ବସ୍ । କିନ୍ତୁ ଛତିଶଗଡ଼ […]

Continue Reading

ୟୁପିରେ ମର୍ମଦୁନ୍ତ ସଡକ ଦୁର୍ଘଟଣା , ୭ ମୃତ

ମଥୁରା : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମାଗୋରା ପୋଲିସ ଷ୍ଟେସନ ପରିସରରେ ଥିବା ଉମ୍ରି ଗାଁ ନିକଟରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ଶ୍ରମିକ ଥିଲେ ଏବଂ ଘରକୁ ଫେରୁଥିଲେ। ଲକଡାଉନ୍ ସମୟରେ ଏପରି ଭୟଙ୍କର ଦୁର୍ଘଟଣା ପୋଲିସ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି । […]

Continue Reading
odisha infocus

ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ୍ୟୁ ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କଲେଜ ବାଇପାସ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଭିକାରୀ ଚରଣ ସେଠୀ । ସେ ଫାଷ୍ଟ ବାଟାଲିୟନର ଡେପୁଟି ସୁବେଦାର ଥିଲେ। ଆହତମାନେ ହେଲେ ଫାଷ୍ଟ ବାଟାଲିୟନର ହୃଷିକେଶ ସିଂହ, ରାଜେନ୍ଦ୍ର ବିଶ୍ୱାଳ ଓ […]

Continue Reading

ମୁଜାଫରପୁରରେ ସକାଳୁ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୧୧ ମୃତ୍ୟୁ

ନୂଆଦିଲ୍ଲୀ : ବିହାରର ମୁଜାଫରପୁରରେ ଆଜି ଭୋର ସମୟରେ ସକାଳୁ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୪ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଣ୍ଟି ଅଞ୍ଚଳରେ ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଶକ୍ତ ଧକ୍କା ହୋଇଥିଲା ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ତାହା […]

Continue Reading

ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର : ରାଜ୍ୟର ୨ଟି ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କଳାହାଣ୍ଡିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ୬ ନମ୍ବର ରାଜ୍ୟ ରାଜପଥ ମଦନପୁର ରାମପୁର ଫାପସି ଛକ ନିକଟରେ ଆସୁଥିବା ଗୋଟିଏ ବାଇକ୍ ବିପରୀତ ଦିଗରେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଛି […]

Continue Reading

ଭଦୋଦରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୧୨ଜଣଙ୍କ ମୃତ୍ୟୁ

ଭଦୋଦରା : ଗୁଜରାତର ଭଦୋଦରା ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଶୋଚନୀୟ ଭାବେ ୧୨ଜଣ ପ୍ରାଣ ହରାଇଛନ୍ତି ଓ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଭଦୋଦରା ନିକଟ ପାଡରାଠାରେ ଲୋକ ନେଇ ଯାଉଥିବା ଏକ ଟ୍ରକ୍ ଗୋଟିଏ ଡମ୍ପର ସହିତ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଟ୍ରକରେ ଥିବା ଲୋକଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଡାକ୍ତରଖାନାରେ ଅନ୍ୟ ୫ ଜଣ […]

Continue Reading

ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୦ମୃତ

ଚେନ୍ନାଇ : ତାମିଲନାଡୁରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ମଧ୍ୟ ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁସାରେ, କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ କର୍ଣ୍ଣାଟକର ବେଙ୍ଗାଲୁରୁରୁ କେରଳର ଏର୍ଣ୍ଣାକୁଲମ ଯାଉଥିଲା। ତିରୁପୁର ଜିଲ୍ଲାର ଅବିନାଶୀ ସହର ନିକଟରେ […]

Continue Reading

ମହାରାଷ୍ଟ୍ରରେ ସଡ଼କ ଦୂର୍ଘଟଣା, ୮ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ୟୁବମାଳରେ ବଡ଼ ଧରଣର ସଡ଼କ ଦୂର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ପୋଲ ତଳକୁ ଖସି ଘଟଣାସ୍ଥଳରେ ୮ ମୃତ ହେବା ସହ ୧୮ ଗୁରୁତର ହୋଇଛନ୍ତି । ସୂଚନାମୁତାବକ, ପିକଅପରେ ଯାଉଥିବା ସମସ୍ତ ଯାତ୍ରୀ ଜଣେ ସମ୍ପର୍କୀୟଙ୍କ ଅସ୍ତି ବିସର୍ଜନ ପାଇଁ କୋଠେଶ୍ୱର ମନ୍ଦିର ଯାଇ ସେଠାରୁ ଜୋଡ଼ମୋହା ଫେରୁଥିଲେ । ଏହିସମୟରେ ହଠାତ୍ ପିକଅପ୍ ଭ୍ୟାନର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ଏକ ଗଛରେ ଧକ୍କା […]

Continue Reading