ସାକ୍ଷୀଗୋପାଳରୁ ସାପ ଉଦ୍ଧାର | Snake from Sakhigopal rescued

            ସାକ୍ଷୀଗୋପାଳର ପୋଡମ ସାହିରୁ ଏକ ସାପ ଉଦ୍ଧାର କରାଯାଇଛି (Snake from Sakhigopal rescued) । ମାଛ ଜାଲରେ ଏକ ବିରାଟକାୟ ଅଜଗର ସାପ ପଡିଥିଲା । ତାର ଲ୍ଯାମ୍ବ ଥିଲା ପ୍ରାୟ ୯ ଫୁଟ । ସାପଟି ବର୍ମିଜ ପାଇଥନ ପ୍ରଜାତିର ବୋଲି ଜଣାପଡିଛି । ତାର ବେକ ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଚିକିତ୍ସା ପାଇଁ ତାକୁ OUAT ପଠାଯାଇଛି । ତେବେ ଉଦ୍ଧାର ପରେ ସାପଟିକୁ ଦେଖି ସ୍ଥାନୀୟ ଲୋକେ […]

Continue Reading