କର୍ମଚାରୀଙ୍କ ଦାବି ମାନିନେଲେ ସରକାର, ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୧୯ରୁ

ଶେଷରେ ସରକାର ମାନି ନେଇଛନ୍ତି ସରକାରୀ କର୍ମଚାରୀଙ୍କ ଦାବି । ରାଜ୍ୟ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ପୁନର୍ବିଚାର କରି ପିଛିଲା ଭାବେ ୧ଜୁଲାଇ ୨୦୧୯ରୁ ଦେବାକୁ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧ଜୁଲାଇ ୨୦୧୯ରୁ ଦେବାକୁ ଉଲ୍ଲେଖ ନଥିଲା । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗତ ଫେବୃଆରୀ ମାସରେ ସରକାର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ […]

Continue Reading

ସରକାରୀ ଚାକିରିଆଙ୍କୁ ୧୦ପ୍ରତିଶତ ବକେୟା ଭତ୍ତା ଦେବେ ରାଜ୍ୟସରକାର

ଭୁବନେଶ୍ବର : ଦୀର୍ଘଦିନ ପରେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କୁ ଖୁସି କରିବାପାଇଁ ୧୦ପ୍ରତିଶତ ବକେୟା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଗୁରୁବାର ସବୁ ବିଭାଗୀୟ ମୁଖ୍ୟ ଜିଲାପାଳଙ୍କୁ ପତ୍ର ଲେଖି ସରକାରୀ କର୍ମଚାରୀଙ୍କୁ ତାଙ୍କର ବକେୟା ବାବଦ ୬୦ପ୍ରତିଶତରୁ ୧୦ପ୍ରତିଶତ ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୦ ସୁଦ୍ଧା ବକେୟା ଅର୍ଥ ଦେବାକୁ ଶ୍ରୀ ମୀନା ପତ୍ରରେ ଦର୍ଶାଇଛନ୍ତି। ଇତିମଧ୍ୟରେ […]

Continue Reading