odisha infocus

ବର୍ତ୍ତମାନ ପାଇଁ ଟଳିଗଲା “ଫନି” ବିପଦ

Weather

ମିଳିଥିବା ସଂବାଦ ଅନୁଯାୟୀ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶେଷରେ ଡିପ ଡିପ୍ରେସନରେ ପରିଣତ ହୋଇଛି । ତେବେ ଏହା ପୂର୍ବ ଉପକୂଳରେ ଆଂଶିକ ପ୍ରଭାବ ପକାଇବାର ସମ୍ଭାବନା ଦେଖାଦେଇଥିବାବେଳେ ବଡ ଧରଣର ବିପଦ ଟଳି ଯାଇଛି ବୋଲି କୁହାଯାଉଛି ।

ବାତ୍ୟା “ଫନି” ଆସନ୍ତା ୩୦ ତାରିଖରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପକ୍ଷରୁ ଅନୁମାନ କରାଯାଉଛି ।

Please follow and like us: