Eid Mubarak

ଆଜି ପବିତ୍ର ଇଦ-ଉଲ-ଜୁହା

NATIONAL

ଆଜି ହେଉଛି ପବିତ୍ର ଇଦ-ଉଲ-ଜୁହା । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ପବିତ୍ର ଦିନ । ମୁସଲମାନ ଭାଇମାନେ ଆଜିର ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହିତ ନମାଜ ପାଠ କରିଥାନ୍ତି । ତେଣୁ ଆଜି  ବିଭିନ୍ନ ମସ୍ଜିଦରେ ନମାଜ ପାଠ ପାଇଁ ଶ୍ରଦ୍ଧାଳୁମାନେ ଭିଡ ଜମାଇଛନ୍ତି ।

ଇଦ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଯେ ଇଦ ସମାଜରେ ଶାନ୍ତି ଓ ସମୃଦ୍ଧି ଆଣିଦେଉ ।

Please follow and like us:
error