କରୋନା ନେଇ ଜାଣନ୍ତୁ ବିଭିନ୍ନ ଦେଶର ସ୍ଥିତି, ୩ କୋଟିର ଦ୍ଵାରଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା

INTERNATIONAL

ନୂଆଦିଲ୍ଲୀ : ବିଶ୍ୱରେ ୨ କୋଟି ୯୭ ଲକ୍ଷ ୧୫ ହଜାର ୫୦୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୩୮ ହଜାର ୪୦୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟ ୧୫ ଲକ୍ଷ ୨୬ ହଜାର ୩୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୫୦ ହଜାର ୬୭୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୯୦୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ କରୋନା ଭାଇରସ ମହାମାରୀରେ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୨ ଲକ୍ଷ ଅତିକ୍ରାନ୍ତ କରିଛି । ଭାଇରସ ଯୋଗୁଁ ୬୭ ଲକ୍ଷ ୮୭ ହଜାର ୭୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୭୮ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୦ ଲକ୍ଷ ୬୪ ହଜାର ୭୪୭ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୨ ହଜାର ୮୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୬୪ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି: ଭାରତ: ୫୦ ଲକ୍ଷ ୨୦ ହଜାର ୩୫୯ ସଂକ୍ରମିତ, ୮୨ ହଜାର ୯୧ ମୃତ,  ବ୍ରାଜିଲ: ୪୩ ଲକ୍ଷ ୮୪ ହଜାର ୨୯୯ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୨୦୭ ମୃତ, ଋଷିଆ: ୧୦ ଲକ୍ଷ ୭୩ ହଜାର ୮୪୯ ସଂକ୍ରମିତ, ୧୮ ହଜାର ୭୮୫ ମୃତ, ପେରୁ: ୭ ଲକ୍ଷ ୩୮ ହଜାର ୨୦ ସଂକ୍ରମିତ, ୩୦ ହଜାର ୯୨୭ ମୃତ, କଲୋମ୍ବିଆ: ୭ ଲକ୍ଷ ୨୮ ହଜାର ୫୯୦ ସଂକ୍ରମିତ, ୨୩ ହଜାର ୨୮୮ ମୃତ, ମେକ୍ସିକୋ: ୬ ଲକ୍ଷ ୭୧ ହଜାର ୭୧୬ ସଂକ୍ରମିତ, ୭୧ ହଜାର ୪୯ ମୃତ, ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୫୧ ହଜାର ୫୨୧ ସଂକ୍ରମିତ, ୧୫ ହଜାର ୬୪୧ ମୃତ ଓ  ସ୍ପେନ: ୬ ଲକ୍ଷ ୩ ହଜାର ୧୬୭ ସଂକ୍ରମିତ, ୩୦ ହଜାର୪ ମୃତ ।

Please follow and like us: