ଥାଇଲାଣ୍ଡରୁ ଫେରିଲେ ଓଡିଆ ପର୍ଯ୍ୟଟକ

NATIONAL

ଶେଷରେ ଥାଇଲାଣ୍ଡରୁ ଫେରିଛନ୍ତି ଅଟକ ଥିବା ୬-୭ ଓଡିଆ ପର୍ଯ୍ୟଟକ । ତେବେ ପ୍ରାୟ ୧୦ ଜଣ ଓଡିଆ ପର୍ଯ୍ୟଟକ ଥାଇଲାଣ୍ଡରେ ଅଟକ ରହିଥିଲେ । ଥାଇଲାଣ୍ଡରୁ ଫେରି ପ୍ରଶାନ୍ତ ପଣ୍ଡା ନାମକ ଜଣେ ଓଡିଆ ପର୍ଯ୍ୟଟକ କୋଲକୋତାରେ ପହଞ୍ଚିଛନ୍ତି ।

ବୈଦେଶିକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ଥାଇଲାଣ୍ଡରେ ୧୦ ଜଣ ଓଡିଆ ପର୍ଯ୍ୟଟକ ଅଟକ ରହିଥିବା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଟ୍ଵିଟ ପରେ ଓଡିଆ ପର୍ଯ୍ୟଟକ ଫେରିଥିବା ନେଇ ସୂଚନା ଦେଇଛନ୍ତି ପ୍ରଶାନ୍ତ ପଣ୍ଡାଙ୍କ ବାପା ।  

Please follow and like us:
error