India

କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଇଲେ ଟ୍ରମ୍ଫ

INTERNATIONAL

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମୁଣ୍ଡ ପୁରାଇବାକୁ ଭାରି ଆଗ୍ରହୀ ହୋଇପଡିଛନ୍ତି । ମଧ୍ୟସ୍ଥି ସାଜି ବଡଭାଇପଣିଆ ଦେଖାଇବାକୁ ସେ ଉଦ୍ୟମ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି ଅଲଗା କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ପରିପ୍ରେକ୍ଷୀରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ କରିବାକୁ ସେ ମଧ୍ୟସ୍ଥ ସାଜିବାକୁ ଚନହୁଛନ୍ତି ।

loading...

ମଧ୍ୟସ୍ଥତା କରିବାକୁ ପୁଣି ଥରେ ସେ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ପାକ-ଭାରତ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଶାନ୍ତ କରିବାକୁ ରାଜି ଅଛି । ଗତକାଲି ଏକ ପ୍ରଶ୍ନରେ ଗାଁମାଧ୍ୟମକୁ ଉତ୍ତର ଦେଇ ଏଭଳି କହିଛନ୍ତି ଡୋନାଲ୍ଡ ଟ୍ରମ୍ଫ । ସେ କହିଥିଲେ କି କାଶ୍ମୀର ଏବେ ଜଟିଳ ପରିସ୍ଥିତି ଦେ ଗତି କରୁଛି । ତେଣୁ ମୋଦିଙ୍କ ସହିତ ଏହି ସପ୍ତାହରେ ସେ ପ୍ରସଙ୍ଗ ଉଠାଇବେ ।

Please follow and like us:
error
loading...