ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇଟି ପୃଥକ ସ୍ଥାନରେ ମୃତ୍ୟୁର ବିଭୀଷିକା

STATE

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଦୁଇଟି ମୃତ୍ୟୁ ଘଟଣା ଘଟିଛି । ମୁନିଗୁଡାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ସ୍କୁଲ ଛାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ସେ କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ନନ୍ଦିନୀ କାଡୁକା ।

loading...

ଅନ୍ୟ ଘଟଣାଟି ଘଟିଛି କେନ୍ଦୁଝର ସଦର ଥାନା କେନ୍ଦୁଆ ଗାଁରେ । ଆଉ ମାତ୍ର କେଇ ଘଣ୍ଟା ପରେ ବାହାଘର ହୋଇଥାନ୍ତା ହେଲେ ବର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଲା । ବନ୍ଧୁ ବାନ୍ଧବଙ୍କ ସହ ଖାଇ ରାତିରେ ସୋଇଥିଲେ । ସକାଳୁ ଟେଣ୍ଟ ଲାଇଟ ଲିଭାଇବାକୁ ଯାଇ ଏହି ଅଘଟଣ ଘଟିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Please follow and like us:
error
loading...