hirakud dam

ହୀରାକୁଦ ଜଳସ୍ତର ବିପଜ୍ଜନକ ଅବସ୍ଥାରେ

STATE

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଏବେ ବଡ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢୁଥିବା ସୂଚନା ମିଳିଛି । ଜଳସ୍ତର ରହିଛି ୬୧୩.୮୩ ଫୁଟ ଓ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ ।

ପ୍ରାପ୍ତ ସଂବାଦ ଅନୁଯାୟୀ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧,୩୮,୩୩୧ ଘନଫୁଟ ଜଳ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ଜିଷ୍କାସିତ ହେଉଛି ୧୩,୯୫୧ ଘନଫୁଟ ଜଳ ।  ଅବସ୍ଥା ସଙ୍ଗିନ ଅବସ୍ଥାରେ ରହିଛି ।

Please follow and like us:
error