ପୁରୀରେ ସାନଭାଇ ହାତରେ ଜୀବନ ହାରିଲା ବଡଭାଇ

STATE

ପୁରୀର ଚୁଡଙ୍ଗ ସାହିରେ ଘଟିଛି ଏକ ମର୍ମନ୍ତୁଦ ଘଟଣା । ସାନଭାଇ ଅତି ନିଷ୍ଠୁର ଭାବେ ଜୀବନ ନେଇଛି ବଡଭାଇର । ସମ୍ପତ୍ତି ନେଇ ଦୁହିଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଉତ୍ତ୍ୟକ୍ତ ହୋଇ ସାନଭାଇ ଇଟାରେ ବଡଭାଇର ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲା । ରାଗ ଜର୍ଜରିତ ମନରେ ନଥିଲା ଡରଭୟ । ନିଷ୍ଠୁରତା ଭିତରେ ଚାପି ହୋଇପଡିଥିଲା ମାନବିକତା ।

loading...

ମୃତକ ବଡଭାଇର ନାମ ଉମାଶଙ୍କର ଆଚାର୍ଯ୍ୟ ଓ ସାନଭାଇର ନାମ ରମେଶ ଚନ୍ଦ୍ର ଆଚାର୍ଯ୍ୟ । ଖବର ପାଇ ପୋଲିସ ରମେଶକୁ ଅଟକ ରଖିବା ସହିତ ଘଟଣାର ଛାନଭିନ କରୁଛି ।

Please follow and like us:
error
loading...